26 April 2017

sanjoy ubacho



(ସଂଜୟ ଉଵାଚ)
. ଅନ୍ୟର ସ୍ତ୍ରୀ କିମ୍ବା ଧନକୁ ପାଇବାର ଇଛା  ବହୁତ ଦୁଃଖ ଦେଇଥାଏ !
.ଅନ୍ୟକୁ ସାହାଯ୍ୟ ଦେଇ ସେଥିରୁ କିଛି ପାଇବାର ଆଶା, ଦୁଃଖ ହିଁ ଦେଇଥାଏ !
. ନିଜ ପୁଅପାଖରୁ କିଛି ଆଶା କରିବା ବୋକାମିର ଲକ୍ଷଣ  !
. ନିଜ ଲୋଭକୁ ଯିଏ ଆୟତରେ ରଖୀପାରେନାହିଁ ସିଏ ବହୁତ ଦୁଃଖ ପାଇଥାଏ !
.ଯେଉଁ  ପୁରୁଷ ସ୍ତ୍ରୀ କଥାରେ ଚାଲିଥାଏ ସିଏ କେବେ ହେଲେ ଜିତିପାରେ ନାହିଁ !
.ବିନା ଉଦ୍ୟେଶରେ ଘୁରିବୁଲିବା ପାଗଳାମୀର ଲକ୍ଷଣ !
.ବର୍ଷା ଦିନ ପାଇଁ କିଛ ସଂଚିତ ଅର୍ଥ କାମରେ ଲାଗେ !
.ପ୍ରକୃତ ବନ୍ଧୁ ଦୁଷ୍ଟ ବନ୍ଧୁ କୁ ଯେତେ ଶୀଘ୍ର ଚିହିଁବ ସେତେ ଭଲ !
.ଯେଉଁ ସ୍ତ୍ରୀ ସ୍ୱାମୀର ଦେହ ଖରାପ ସମୟରେ ପାଖରେ ନରହି ,ଠାକୁର ପୂଜାରେ ସମୟବିତାଏ ସେଇପୂଜାର ମୂଲ୍ୟ ନାହିଁ !
୧୦. ଯେଉଁ ମଣିଷ ଯିବଜନ୍ତୁ,ପଶୁପକ୍ଷୀ କୁ ଭଲ ପାଏ ନାହିଁ ସେ କେବେ ହେଲେ ମଣିଷକୁ ଭଲ ପାଇପାରିବ ନାହିଁ!
୧୧.ପୁସ୍ତକ ବିଦ୍ୟା   ନିଜର ବିଦ୍ୟା ରେ ବହୁତ ଫରକ !ପୁସ୍ତକ ବିଦ୍ୟା ରାସ୍ତା ଦେଖାଏ କିନ୍ତୁ ନିଜ ବିଦ୍ୟା ଗନ୍ତବ୍ୟ ସ୍ଥାନରେ ପହୁଁଚି ବାରେ ସାହାଯ୍ୟ କରିଥାଏ !
Sanjoyubacho

No comments:

Post a Comment