31 July 2017

CHANGI AIRPORT


Sanjoy and Kalyani at Changi Air Port-Singapore .Golden Kinetic Rain at the entrance of the world No:1 airport                  
                                  

FAITHFUL FRIEND:


Five years back before the BJ apartment was built, this young boy Bimal was the security person to guard the cement, rods and wooden frames of the contractor.There was no electricity for him.He used to cook his own food and stay in a ten feet by six feet store room, climbing a temporary wooden staircase.A stray dog gave birth to three pups, only one survived.Her mother abandoned her when this unknown boy started to feed his left overs to the little one.He named it blacky.Gradually a bondage developed between them. As she grew up she started guarding that locality and the store room.On dark nights she was the only companion of that young man.A risky job with lakhs of hardware to guard.I used to watch the real life drama through my bedroom window at night.Due to litigation and other legal problems the apartment took a very long time to complete but the faithful duo stayed till the construction was over.
The young boy left due to non payment of his dues.Blacky was abandoned but she continued her job and was waiting for her friend to return in the evening.Blacky would howl and cry but to no avail, she was missing her friend.
I developed pity for blacky and fed her our left overs.She is now mother of six children but has shifted her home near to a newly built Sai temple very near to our house.Earlier the people of this locality used to throw stone and kill dogs but once the Sai temple got completed dogs are safe and in great demand, as Sai baba was a lover of animals, specially dogs.
Sanjoy Kumar Satpathy



28 July 2017

NEWS-VIEWS



   ନୂଆ ଖବର କାଗଜ :
( କିଛିଲୋକ ସ୍ଥିର କରିଛନ୍ତି ଗୋଟାଏ ପୃଷ୍ଠାବାଲା  ଖବର କାଗଜ ବାହାର କରିବେ ! ଦାମିରହିବ ୫୦ ପଇସା ! କେବଳ ଦରକାରିଖବର ରହିବ ଅଦରିକାରୀ  ଖବର ପଢିବା ପାଇଁ ଲୋକଙ୍କ ପାଖରେ ମୋବାଇଲ ଅଛି!ପ୍ରତେକ ଖବର ପରେ ପ୍ରକାଶକଙ୍କ ମନ୍ତବ୍ୟ ଥିବ ? ଏହି ଖବରକାଗଜରେ ବଳାତ୍କାର,ଦୁର୍ଘଟଣା,ମୃତ୍ୟୁ ମନ୍ତ୍ରୀ କିମ୍ବା ସ୍ତ୍ରୀଲୋକଙ୍କ ଫଟୋ ପ୍ରକାଶିତ ହବନାହିଁ !
କେବଳ ଭଲ ଖବର ହିଁ ପ୍ରକାଶ ପାଇବ ! ଖବର କାଗଜକୁ ଅଭିଯୋଗ ପତ୍ରିକା କରିବାକୁ  ଆମର ଇଛା ନାହିଁ ! ସେମାନେ ଅନ୍ୟ ଖବରକାଗଜ କିଣନ୍ତୁ !ପାଞ୍ଚ ମିନିଟରେ ଖବର ଶେଷ !)
            (ନାମକରଣ ଆପଣମାନେ କରନ୍ତୁ)
1.ବିରାଟ ଗଟବନ୍ଧନ ଭୁଶୁଡିପଡିଲା ବିହାରରେ ! ମା-ପୁଅ ଯଉଁଠାରେ ସେଠାରେ ସବୁ ଭୁଶୁଡିପଡିବ ! ଆହୁରି କେତେ ଭୁସୁଡ଼ିଯିବ ଦେଖ ?
2.ଖଣିଦୁର୍ନୀତିରୁନିଜକୁ ରକ୍ଷାପାଇଁ କୁଆଡେ ଦୁଇ ଦଳବିହାର ଭଳି ମିଶିଯିବେକି?ଗୁଜବ ଉଠୁଛି ନୟାପଲ୍ଲୀ ଅଂଚଳରେ !
3.ଓଡ଼ିଶାନଦୀରେ ବନ୍ୟା ! ବର୍ଷାଦିନରେ ବନ୍ୟାତ ଶହଶହ ବର୍ଷ ହେଲା ହଉଛି ଏଥିରେ ନୂଆ କଥା କଣ?
4.ନବୀନ କୁହନ୍ତି ସିଏ ବଳାତ୍କାର ଭ୍ରଷ୍ଟାଚାର ଓଡିଶାରୁ ନିର୍ବିପାତ କରିଦେବେ ୨୦୨୦ ବେଳକୁ ! କରନ୍ତୁ ଭଲ କଥା ? ସେତେଵେଳକୁ ଥିଲେତ?
5.ବିଦେଶିନୀଙ୍କୁ ପୋଲିସ ପଟିଆ ଅଞ୍ଚଳରୁଧରିଲା ! ପଟିଆକୁ ଥାଇଲାଣ୍ଡର ପଟାୟା ସହିତ ଭ୍ରମ ହବା ସ୍ୱାଭାବିକ ! ନୀଳବଟିକାର ପ୍ରଭାବ !ଇଣ୍ଡିଆ, ବିଦେଶୀ ମାନଙ୍କୁ କେତେ ଚାକିରିଦଉଛି ସେଇଟା ଦେଖିବା କଥା !ପୋଲିସ ଅନ୍ୟକାମରେ ମନଦିଅନ୍ତୁ !
6.ଶିକ୍ଷକଙ୍କ ଅଭାବ ! ଛାତ୍ରତ ନାହାନ୍ତି ଶିକ୍ଷକ କଣ କରିବେ?ସାରେଙ୍କୁତ ସିଖାଇ ପାରିଲେ ନାହିଁ ଶିକ୍ଷକଗଣ, ରହିବା ନରହିବା ସମାନ ! ସରକାରୀ ସ୍କୁଲ ସବୁତ ଭାଗବତ ଠୂଙ୍ଗି ହୋଇଗଲାଣି !
7.ମେଣ୍ଢାଙ୍କୁ ମାରୁଥିବା ଜନ୍ତୁଟା କେଉଁ ରାଜନୀତିଦଳର ସେଇକଥା ଜଣା ପଡୁନାହିଁ !ଓଡ଼ିଶାରେ କେବେ ଠାରୁ ଛେଳି ବଦଳରେ ମେଣ୍ଢା ପୋଷା ଯାଉଛି?ମେଣ୍ଢାମାଂସାରେ କଣ ବେଶୀ ଫାଇଦା? ସବୁ ଅଦ୍ଭୁତ ଘଟଣା ନିଆଳି, ଜଗତସିଂପୁର,କେନ୍ଦ୍ରାପଡା  କଟକ ପାଖପୁଖି ଜିଲ୍ଲାରେ କାହିଁକି ବେଶିହୁଏ? ଯିମିତି ବେଶୀ ସ୍ୱଧିନତାସଂଗ୍ରାମୀ ଏହିଅଞ୍ଚଳର, ସେଇଭଳି କି?
8.ବ୍ରାହ୍ମଣୀ ନଦୀ ଉପରେ ନୂଆପୋଲ ହବାର ସମ୍ଭାବନା ! ନାମକରଣ ନେଇ  ମାରପିଟ ଚାଲିଛି ? ମରା ସହରରେ କଣ ଦରକାର ଥିଲା?
9.ସାପକାମୁଡାରେ ସ୍ତ୍ରୀର ମୃତ୍ୟୁ ! ସରକାର କହିଛନ୍ତି ଦିନରେ ଶୋଇବା ପାଇଁ ଏବଂ  ରାତିରେ କାମକର !
10.ଡାକ୍ତରମାନେ ସାପ ଡରରେ ଗାଁକୁ ଜିବାପାଇଁ ମନା କରୁଛନ୍ତି  !ସରକାର ଦ୍ବନ୍ଦରେ?
11.ମନ୍ଦିର ଭିତରୁ ସାପ ଉଦ୍ଧାର ! ସୁରକ୍ଷିତ ସ୍ଥାନ, ସେଇଥିପାଇଁ ସେମାନେ ସେଠାରେ ରୁହନ୍ତି ,ନହେଲେ ସୁନା ସବୁ ଚୋରି ହୋଇଯିବଯେ ?
12."ଡାଉରୀ କଥାରେ ପୋଲିସ ଏରେଷ୍ଟ କରିପାରିବନାହିଁ ବିନା ପ୍ରମାଣରେ"କହିଲେ ସୁପ୍ରିମ କୋର୍ଟ ! ଏସବୁକଥା ବାହାଘର ପୂର୍ବରୁ ସମାଧାନ କରି ନିମନ୍ତ୍ରଣ ପତ୍ର ଛାପନ୍ତୁ ନହେଲେ ପୁଅକୁ ଅବିବାହିତା ରଖନ୍ତୁ ! ପୋଲିସ କୋର୍ଟର କଣ ଅନ୍ୟକାମନାହିଁ ? 
13.ନୂଆ ବିଲ୍ଲ ଆସୁଛି --ଡାକ୍ତରଖାନାରେ ମଲେ ଵିମାନଟଙ୍କା ମିଳିବନାହିଁ !ହସ୍ପିଟାଲ ଭିଡଟା ଟିକେ କମିବ ?
14.ମଦତି ଗଂଜଡ଼ ମାନଙ୍କୁ ୧୦% ଟାକ୍ସ ରିହାତି ଦିଆଯିବ?(କେବଳ ଓଡିଶା ପାଇଁ)
15.ଯଉଁ ଘରେ କାର ନଥିବ ସେମାନଙ୍କୁ ୨୦% ଟାକ୍ସ ରିହାତି ମିଳିବ!(ବିଲ୍ଲ ପାସ ହୋଇ ନାହିଁ)
16.ସାନି ଆଉ ଲଙ୍ଗଳା ସିନେମା କରିବେ ନାହିଁ ! ଏହା ଶୁଣି  ବହୁତ ସିନେମାହଲ ବନ୍ଦ ହବା   ଉପରେ!
17.ସବୁ ବର୍ଷ ଭଳି ଭାରତୀୟ ମାନେ ତମ୍ବାରେ ସନ୍ତୁଷ୍ଟ ରହିଲେ ! ଆଶା ନିରାଶା ହେଲା ! 
  ଛାତ ଭୁଷୁଡ଼ା ଖବର:
A.ଟମାଟୋ କିଣୁଥିବା ଲୋକଙ୍କ ଘରେ ସିବିଆଇ ଚଢ଼ାଉ ! ଆଗରୁହବାର ଥିଲା !
B.ଘରେ ଷଣ୍ଢକୁ ପୋଷିଲା ବାଲାଙ୍କୁ ଟାକ୍ସ ରିବେଟି ମିଳିବ ଏବଂ ନୀଳ କାର୍ଡ ମିଳିବ,ଯଉଁଥିରେକି ଜିବି ଡାଟା ମୁଫ୍ଟ ?
ଆପଣଙ୍କ ଦିନଟା ଭଲରେ କଟୁ !