12 July 2017

Thought of the Day



ରକ୍ଷା ପାଇଗଲେ :

                      ଆସନ୍ତା ବଂଶଧରମାନେ ଏହି ସମ୍ପର୍କର ଜାଲରେ ଆଉ  ଛନ୍ଦି ହେବେ ନାହିଁ ! କାରଣ ନଥିବେ  ପଲ ପଲ ଭଉଣୀ କିମ୍ବା ଭାଇ ଯେ ସେମାନଙ୍କର ସମ୍ପର୍କର ଚିନ୍ତା ଥିବ ?ଯେତେବେଶି ସମ୍ପର୍କ ସେତେ ବେଶୀ ମୁଣ୍ଡ ବ୍ୟଥା !ଜିମିତିକି ମୋର ସାଙ୍ଗର ଛଟା ଭଉଣୀ ! ତାର ଜୀବନଟା ଚାଲିଗଲା  ସେଇମାନଙ୍କ ବନ୍ଧୁ ବାନ୍ଧବର ବ୍ରତଘର ବାହାଘରରେ ଉପସ୍ତିତି ! ହଁ ଛୋଟବେଳର ମଜ଼ା ଥିଲା ଗୋଟାଏ ଅନ୍ୟପ୍ରକାର , ଯଉଁଟାକି ଯେତେ ପଇସା ଥିଲେ ମଧ୍ୟ ମିଳିପାରିବ ନାହିଁ!

                        ପରିବର୍ତ୍ତନଶୀଳ ଦୁନିଆ  ବିଶେଷ କରି ମଣିଷ କୃତ ! ସବୁମୁଳରେ ଟଙ୍କା ସମ୍ପତି ! ଟଙ୍କା ଅଛିତ ସୁବୁକିଛି କିନ୍ତୁ ସୁଖ ମିଳେ ନାହିଁ! ମନ ସ୍ୱାସ୍ଥ୍ୟ ଭଲଥିଲେ ସବୁ ଭଲ ଲାଗେ କିନ୍ତୁ ସ୍ୱାସ୍ଥ୍ୟ ଖରାପ ଥିଲେ ଦୁନିଆଟା ପିତା ଲାଗେ , ଏହିଟାତ ଗୋଟାଏ ବିରାଟ ସମସ୍ୟା  ଏବଂ ଅପ୍ରିୟ ସତ୍ୟ!
              ବୃଦ୍ଧ ବୟସରେ ବେସିକିଛି କରିବାଟା ଆଶା କରିବାଟା ବୋକାମୀ  ବୋଲି ମୁଁ ଭାବେ !୮୦ ପରେ ରୋଗ ବାଗ ଦେହରେ ବଂଚିବାଟା ବୋକାମୀ,ନିଜେ କଷ୍ଟ ପାଇବା ସହିତ ଅନ୍ୟକୁ କଷ୍ଟ ଦେବା ସାର ହୋଇଥାଏ ?ନିଜ କାମ ନିଜେ କରିପାରୁଥିବା ପର୍ଯ୍ୟନ୍ତ ବଞ୍ଚିରହିଲେ କିଛି ଅସୁବିଧା ନାହିଁ ,ଜୟତେଦିନ ବଞ୍ଚୁଚ ବଞ୍ଛ ? କାହାର ଦୟାର ପାତ୍ର ହୋଇ ବଂଚିବାଟା ବୋକାମୀ ଛଡା ଆଉକିଛି ନୁହଁ !

ଆଜିର ଚିନ୍ତନ   

No comments:

Post a Comment