18 October 2017

ଡାକ୍ତର:



ଡାକ୍ତର:
ଅନ୍ୟର ଦେହ ଖରାପ ହେଲେ  ଯିଏ ଖୁସିହୁଏ ଏବଂ ଭଲହେଲା ପରେ ମଧ୍ୟ ଖୁସିହୁଏ !
ଅନ୍ୟରପଇସାରେ ଗାଡ଼ିକିଣେ, ସ୍ତ୍ରୀପାଇଁ ସୁନାକିଣେ   ବିଦେଶ ବୁଲେ !
ନିଜେ ସବୁ ଖାଇଯାଏ କିନ୍ତୁ ଅନ୍ୟକୁ ବାରଣ କରେ 'ଏଟା ଖାଇବନି ସେଇଟା ଖାଇବନି' !
ପେଡ଼ିଆଟ୍ରିକ ଡକ୍ଟର ହୋଇଥିଲେ ଛୁଆର ପ୍ରେମ ମାଆର ପ୍ରେମ  ପାଏ  !
ଜନ୍ମରେ ମୃତ୍ୟୁରେ ଦରକାର ପଡେ !
ତଥାପି ସିଏ ରକ୍ତ ମାଂସରେ ଗଢ଼ା ମଣିଷ ?

No comments:

Post a Comment