17 October 2017

CLONING



ଆଜିର ମହାଭାରତ:
କଂଗ୍ରେସ ଦଳ ଦେଖିଲେ କିଛି ଗୋଟାଏ ନୂଆ ବୁଦ୍ଧି ନକଲେ ଆହୁରି ଦଶବର୍ଷ ମାଟିକାମୁଡି ପଡିରହିବାକୁ ହବ ! ନେତ୍ରୀର ସ୍ୱାସ୍ଥ୍ୟ ଭଲରହୁନି,ରାହୁଦଶା ଶେଷ ହଵାରନାହିଁ ? ଶେଷରେ କପିଳ ଏବଂ ବିଜୟ ସାଙ୍ଗରେ ଲୋଳିପୋପ ଚୁଷୁଥିବା ଅଧା ମୁସଲମାନ ଅଧା କିରସ୍ତାନ ରକ୍ତ ପ୍ରଭାବିତ ବୁଧୁକୁ ସାଙ୍ଗରେ ନେଇ ମୋଦିଙ୍କ ଦରବାରକୁ ଗଲେ  !
ମୋଦିଙ୍କ ପାଦତଳେ ପଡିଯାଇ କହିଲେ "ଏହିପିଲାଟିକୁ ଆପଣଙ୍କ  ପୋଷ୍ୟପୁତ୍ର କରନ୍ତୁ ,ତାହେଲେ ଆପଣଙ୍କ ପରେ ଆପଣଂକ ଗଦି ସମ୍ଭାଳିବ  !" 
"ଉଠିପଡ ଏବଂ ଟେବୁଲ ଉପରେଥିବା ଭାଙ୍ଗ ସର୍ବତ ଟାକୁ ପୀଇଦିଅ, ତାପରେ କଥା ହବ?" କହିଲେ ଯୋଗ କରୁ କରୁ ମୋଦିଜୀ !
"ଶୁଣ , ଟ୍ରମ୍ପ ସାହିବ  ବହୁତ ଥର କହିଲାଣି ମୋରୋ କୁଆଡେ ଦୁଇ ଚାରିଟା  କଲୋନିଙ୍ଗ(cloning) କରିଦେବେ ଯେ ବର୍ଷବର୍ଷ ଧରି ସିଏ ମୁଁ ରାଜୁତି କରୁଥିବା ?ମୋର ଏହି ପୋଷ୍ୟପୁତ୍ର ଉପରେ ବିସ୍ଵାଶ ନାହିଁ ! ପ୍ରଥମତଃ ପିଲାଟି ଭାରତୀୟନୁଁହ,କସ୍ଟକରିପାରିବନି,  ଭଲହବ ଲାଲୁ ପୁଅ କରିଲେ କିମ୍ବା ମାଲ୍ୟବତୀର କଲେ  !ମାଂସଖିଆ ଟୋକା କଅଣ ଭାତ ପଣସତରକାରୀ ଖାଇ ବଂଚିପାରିବ ?ବହୁତ ଧନ୍ୟବାଦ ମୋ ଘରକୁ ଆସିଥିବାରୁ ?" ଏୟା କହି ପୁଣି ଯୋଗରେ ଵ୍ୟସ୍ତରହିଲେ ଅମିତଙ୍କ ସହିତ. !
ଭାଙ୍ଗ ନିଶାରେ କପିଳ,ବିଜୟ ପପୁ "ମୋଦିଜୀ କି ଜିନ୍ଦାବାଦ " ଗୀତ ଗାଇ ଗାଇ ନାଚି ନାଚି ଯାଇ କାରରେ  ବସିଲେ.!

Brain Child of Sanjoy
This string cot was supplied for the public to sit and  listen to the Joker Rahul Gandhi speech in UP.Half way through the meeting the people started their home ward journey with the new khat.Here is a lucky fellow to got a new khat..This can happen in India not in America.Even if you drop a new mobile people will deposit in a police station where as in India the sim would be changed within no time.Partha must be missing these Indian charms of life.The name of the function was "khat ka upar charcha"

No comments:

Post a Comment