30 December 2017

NEW SITTING MODE



ଦଉଡ଼ିଆ ଖଟଉପରେ ସଭା :
ରାହୁଲ ବାବାଙ୍କ ସଭାରେ ଦଉଡ଼ିଆ ଖଟ ଉପରେ ବସି ଲୋକେ ଶୁଣିବେ ବୋଲି ନୂଆ ଖଟ ପକାଯାଇଥିଲା !ନୂଆ ଅଭିଯାନ !
କିନ୍ତୁ ଏଇଟାଯେ ଭାରତବର୍ଷ ?ଜନତା ପୋଲାଜିନିଷ ପାଇପାଇ ଅଭ୍ୟସ୍ତ ,ଖଟସବୁ ବୋହିନେଲେ, ସଭା ଆରମ୍ଭ ହବା ପୂର୍ବରୁ ?
ଯେଉଁ କିଛିଲୋକ ଠିଆହୋଇ ଭାଷଣ ଶୁଣିବା ପାଇଁ ବାକିରହିଯାଇଥିଲେ ସେମାନେ ଅଭିଯୋଗ କଲେ ତାଙ୍କ ପାଇଁ ଖଟ? ଦେଖାଯାଉ ୨୦୧୮ ରାହୁଲ ବାବାଙ୍କର କିମିତିଯାଉଛି ?(In a political meeting before last election in UP,Rahul Gandhi tried this new method to attract crowd but instead the public took away those new string beds to their respective house.Those few who listened to his speech complained that they have not got their share of beds?)

HARIHAR WATER FALL OF TAMULIA-BALASORE

Harihar waterfall

Devkund water fall-Odisha

28 December 2017

ForPartha

                                             Sung by Sanjoy,Video by Swagat & Surjit.

27 December 2017

NICE WINTER MONTH

ଥଣ୍ଡା ପାଗ :
ଭାବିଛନ୍ତି ଏବର୍ଷ କାହିଁକି ଥଣ୍ଡା ଭଲପଡ଼ିଛି ଏବଂ ବେଶୀ ଦିନ ଧରି ?
ଅଦିନରେ ବର୍ଷା ଏବଂ ଚାନ୍ଦିପୁରରେ ଫୁଟା ଫୁଟି ପରୀକ୍ଷା କିଛିଦିନ ହେଲା ବନ୍ଦ ଅଛି !
Cold weather in Odisha is due to untimely late rains and non testing of missiles from Chandipur-Balasore-Odisha.These missile testings through out the world is one of the most important factors of global warming.Hope our Green house expert will take a note of it.

19 December 2017

BIKASH PANIGRAHI



                    The secret of life is to die before you die-
                      and find that there is no death.