30 December 2017

NEW SITTING MODE



ଦଉଡ଼ିଆ ଖଟଉପରେ ସଭା :
ରାହୁଲ ବାବାଙ୍କ ସଭାରେ ଦଉଡ଼ିଆ ଖଟ ଉପରେ ବସି ଲୋକେ ଶୁଣିବେ ବୋଲି ନୂଆ ଖଟ ପକାଯାଇଥିଲା !ନୂଆ ଅଭିଯାନ !
କିନ୍ତୁ ଏଇଟାଯେ ଭାରତବର୍ଷ ?ଜନତା ପୋଲାଜିନିଷ ପାଇପାଇ ଅଭ୍ୟସ୍ତ ,ଖଟସବୁ ବୋହିନେଲେ, ସଭା ଆରମ୍ଭ ହବା ପୂର୍ବରୁ ?
ଯେଉଁ କିଛିଲୋକ ଠିଆହୋଇ ଭାଷଣ ଶୁଣିବା ପାଇଁ ବାକିରହିଯାଇଥିଲେ ସେମାନେ ଅଭିଯୋଗ କଲେ ତାଙ୍କ ପାଇଁ ଖଟ? ଦେଖାଯାଉ ୨୦୧୮ ରାହୁଲ ବାବାଙ୍କର କିମିତିଯାଉଛି ?(In a political meeting before last election in UP,Rahul Gandhi tried this new method to attract crowd but instead the public took away those new string beds to their respective house.Those few who listened to his speech complained that they have not got their share of beds?)

No comments:

Post a Comment