24 February 2018

DARWIN


ଡାଆରବୀନ ମାଙ୍କଡ଼ :
ସନ୍ଧ୍ୟାଟାରେ ଏକୁଟିଆ ଏକୁଟିଆ ବସିଥାନ୍ତି ମଦ ପିଉ ପିଉ ଡାଆରବୀନ ତାଙ୍କ ଘର ବରଣ୍ଡାଟାରେ !କିଛି ପାତି ମାଙ୍କଡ଼ ତାଙ୍କୁ ଘେରିଗଲେ ଆଉ ପଚାରିଲେ ତୁମେ କିଏ ? ଡାଆରବୀନ ଡରିଗଲେ କହିଲେ "ମୁଁ ସାହିବ ଟା ପରା ଦେଖିପାରୁନ"?
"ତାହେଲେ  କିଛିଖାଇବାକୁ ଦିଅ "କହିଲେ ବାନରସେନା ମାନେ !
ଭିତରକୁ ଯାଇ କିଛି ବିଦେଶୀ ଖାନା ନେଇ ଆଣିଲେ !ମାଂସ, ମଦ,ପାଉଁରୁଟି ମାଛ !
"ଏକଣ ?ତୁମେ ରାମାୟଣ ପଢିନାହଁକି ?"ପଚାରିଲା ତାଙ୍କର ମୁଖିଆ I
ଡାଆରବୀନ , ଡରିଗଲେ ଏବଂ କହିଲେନା ମୁଁ ଜାଣିନାହିଁ ରାମାୟଣ କଥା “!
ତାପରେ ବାନରସେନା ମାନଙ୍କ ପାଖରୁ ରାମାୟଣ କଥା ଶୁଣିବାକୁ ଲାଗିଲେ !ବାନର ମାନଙ୍କ ସହିତ ରହି ବର୍ଷ ବର୍ଷ  ପରେ ସିଏ ତାଙ୍କ ଚେହେରା ଆଇନାରେ ଦେଖିଲେ !ସିଏ ଅବିକଳ ମାଙ୍କଡ଼ ଭଳିଦିସୁଥିଲେ !
 ସେଇଟା ଥିଲା କ୍ରିଷ୍ଟିୟାନ ଚିନ୍ତାଧାରା ବାବୁ, ଦୁନିଆ ବଦଳି ଯାଇଛି”!ତାପର କଥା ଇତିହାସ , ସମସ୍ତେ  ଜାଣନ୍ତି!
ସଂଜୟ କୁମାର ଶତପଥି

1 comment: