05 March 2018

BEATING HEART



ଏଇଟାକଣ ଜୀବନ ?
ରାତ୍ରିର ନିଶବ୍ଦତାରେ ନିଜେ ନିଜର
ହୃତ୍ପିଣ୍ଡର ଧ୍ୟପ୍ ଧ୍ୟପ୍ ଶବ୍ଦଶୁଣି  ମନରେ ଭୟଆସେ
ଚିନ୍ତା ଆସେ ଏହିଶବ୍ଦ ବନ୍ଦମାନେ କଣ ସବୁଶେଷ ?
ଭାବେ କେତବର୍ଷ ହେଲା ଆପେ ଆପେ ଚାଲିଛି
ନିସ୍ଵାର୍ଥପରଭାବରେ କିଏ କହିଛି ତାକୁ ଚାଲିବାପାଇଁ ?
ନିଦ ଭାଂଗିଯାଏ ସ୍ଵପ୍ନାଦେଖେଯେ ଧ୍ୟପ୍ ଧ୍ୟପ୍ ବନ୍ଦ ହୋଇଯାଇଛି !
ପାଣିପିଇ ସାଙ୍ଗ ରିଙ୍ଗକୁଦେଖେ ସିଏ ହସିକୁହେ ପାଗଳାଟା  ସୁଇପଡ଼  କାହାକୁ ଡରୁଛୁ ?
 ମରଣକୁ ? ପୁଣି କଡକରିଆଖିବନ୍ଦକରେ !
ମୁଁ ମଧ୍ୟ ସୁଇ ପଡେ  କିନ୍ତୁ ଧ୍ୟପ୍  ଧ୍ୟପ୍  ଶବ୍ଦ ଆସ୍ତେ ଆସ୍ତେ
କ୍ଷୀଣରୁ କ୍ଷୀଣତର ଶୁଣାଯାଉଥାଏ  ଅନତି ଦୂରରୁ !
କହୁଥାଏ ଏଇଟା ମୁଁ !
ସଂଜୟ କୁମାର ଶତପଥି

No comments:

Post a Comment