24 May 2018

ଶୁଖିଲା ନଈ ?

ଶୁଖିଲା ନଈ ?
ବର୍ଷ ବର୍ଷ ହେଲା ଆମ୍ଭେ ଦେଖିଆସୁଛୁ ବର୍ଷାଋତୁ ଛାଡିଦେଲେ ଅନ୍ୟଦିନରେ ଆମର ସବୁନଦୀ ପ୍ରାୟେ ଶୁଖିଲା, ବାଲିମୟ ! ଯଦି ମନେ ପକାଇବେ ଉତ୍କଳ ଏକ୍ସପ୍ରେସରେ ଆସୁଥିବା ଦିନକଥା , ସେତେ ବେଳେ ସୂତାଖିଅ ଭଳି ନଦୀ I ଓଡ଼ିଶାର ନଦୀତ ହିମାଳୟରୁ ଆସିନିଜେ ବର୍ଷସାରା ପାଣି ଉଛୁଳୁଥିବ ?ହଟାତ ନିଦରୁ ଉଠି ବିଳ ବିଳଲେ କଣ ନଦୀରେ ପାଣି ଆସିଯିବ ?ଦିନ ଆସିବ ସମୁଦ୍ର  ଶୁଖିବ, ହ୍ରଦ ଶୁଖିବ, ନଦୀ  ଶୁଖିବ, ପୋଖରୀ ଶୁଖିବ ମଣିଷ ଶୁଖିବ ,ସେତେ ବେଳକୁ ବହୁତ ଡେରୀ ହୋଇ ଯାଇଥିବନା ଥିବ ଶଙ୍ଖ ,ଗଦା ପଦ୍ମ -ଖାଲି ବାଲୁକା ମଧ୍ୟ ଦୁନିଆ ?ଦିନ ଆସିବ ପୃଥିବୀ ଦେଖାଯାଉଥିବ ମଙ୍ଗଳଗ୍ରହ ଭଳି ?   ଅନ୍ୟ ଗ୍ରହର ଲୋକମାନେ କହୁଥିବେ --ଫୁଟାଣି ଦେଖାଉ ଥିଲେ, ଆଗ ମଲେ ?

No comments:

Post a Comment