09 May 2018

EXHIBITIONISM

ଦେଖାଇବା ପ୍ରକୃତି :
କିଏ କିଏ କୁହନ୍ତି ପ୍ରାଏ ଅଧିକାଂଶ ସୁନ୍ଦରୀ ସ୍ତ୍ରୀଲୋକ ଅଙ୍ଗଦେଖାଇବାପାଇଁ ଭଲ ପାଆନ୍ତି | ଗହଣା ବିଜ୍ଞାପନରେ ଯଦି  ପୁରୁଷଙ୍କ ଫଟୋଦିଆଯିବ ତାହେଲେ ? ମଡେଲମାନଙ୍କର ଜଙ୍ଘ ଶରୀରର ଅନ୍ୟାନ୍ୟ  ଅଂଶ ଦେଖି ଦେଖି ଖୁସିବି ଲାଗୁଚି ବିରକ୍ତି ଭାବ  ମଧ୍ୟ ଆସିଗଲାଣି|ବଳତ୍କାର ବଢିବାର କାରଣ ହୁଏତ ଏହିଉଲଙ୍ଘନ ଛବି ସିନେମା ଦାୟୀ ନୁଁହେତ ? କିଏ କହିବ ?ଯିଏ କହିଲା ଧମକ ପାଇବ, ନହଲେ ମାଡ଼ ଖାଇବ |ସେହିଡରରେ ବୁଦ୍ଧିଜୀବୀମାନେ ଚୁପ ରହୁଚନ୍ତି ପୁରସ୍କାର ଚାଲିଯିବା ଡରରେଆଜିକାଲିଯୁଗରେ ସ୍ତ୍ରୀଲୋକଙ୍କ ବିପକ୍ଷରେ କିଛିକହିଲେ ମଲ, ସୌନ୍ଦର୍ଯ୍ୟ ଉପଭୋଗ କର ଆଉ 'ମୋରାଳୀଟି ଠାକୁରଘର' ଭିତରେ  ଛାଡି ବାହାରକୁ  ଯାଓ |ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ  ଭୋଟ ଡରରେ ଆଗରେ ଜଙ୍ଘ ଦେଖାଇ ବସିଥିବା ସ୍ତ୍ରୀଲୋକଟିକୁ ପଦେ କହିପାରିଲେ ନାହିଁ ?
                      ମୋର ଜଣେ  ବନ୍ଧୁ କହିଲେ "ଦେଖେଇବା ଲୋକର କିଛି ଭୁଲ ନାହିଁ,  ତୋଭଳି ଦେଖିବାଲୋକର ଭୁଲ" !ମୁଁ ଚୁପରହିଲି ନିଜକୁ ସୁଧାରିବାର ଚେଷ୍ଟାରେ ଅଚ୍ଛି, ଦେଖାଯାଉ କେତେଦୂର ପାରୁଛି ଏହି 'ଏକ୍ସପେରିମେଣ୍ଟ ଊଇଥ ଟ୍ରୁର୍ଥ 'କୁ ନେଇ ?

(ଏହାଏକ ରମ୍ୟରଚନା)

No comments:

Post a Comment