08 May 2018

FOOT BALL

ସମସ୍ତଙ୍କୁ ବଲ ଦିଅ ?
ବହୁତ ଦିନ ତଳର କଥା,ଯିଏ ମୋତେ କହିଥିଲେ ସିଏ ୨୪ ବର୍ଷ ହେଲା ନାହାନ୍ତି  |  ବାରିପଦା  ଫୂଟବଲ ପଡିଆରେ ମୁଖ୍ୟ ଅତିଥିଭାବରେ  ଜଣେ ନୂଆ ନୂଆ ହୋଇଥିବା  ମନ୍ତ୍ରୀ ମୁଖ୍ୟ ଅତିଥିଭାବରେ ଆସିଥିଲେ |  ଖେଳ  ଶେଷ ହବାପରେ ମୁଖ୍ୟ ଅତିଥିକାନ୍ଦି କାନ୍ଦି କହିଥିଲେ ମୟୁରଭଞଜିଆ ଭାଷାରେ " ଆମର ଦେଶଟାକି ଏଡେ ଗରିବ ଯେ ଗୋଟେ ବଲ୍ଲ ପଛରେ ୨୨ ଜଣ ଦୌଡ଼ିବେନ   | ଲୋକସଭାରେ କହି  ସମସ୍ତଙ୍କୁ ଗୋଟାଏ ଗୋଟାଏ ବଲ୍ଲଦେବା ?"

"ଆଜି ଏହି ଫୋଟୋଟିକୁ ଦେଖି ଲାଗିଲା 'ତାଙ୍କର ବିଲ୍ଲ ଟା ବୋଧ ହୁଏ ପାସ  ହୋଇଗଲା କି?"

No comments:

Post a Comment