09 June 2018

HOW FIT YOU ARE?

କିମିତି ଜାଣିବେ ଆପଣ   ସୁସ୍ଥ ସବଳ ?*
. ଯଦି ପାଇଜାମା କିମ୍ବା ସାୟା କିଛିନଧରି ପିନ୍ଧି ପାରୁଛନ୍ତି  |(Able to wear a pant or under garments without any support)
.ବିନା ଔଷଧରେ ନିଦ ହଉଚି !(Good Sleep without medicines)
.ମନକୁମନ ସକାଳୁ ଠିକ ସମୟରେ ଉଠିଯାଉଛନ୍ତି !(Getting up early without alarm)
.ଚାରିନମ୍ବର ପ୍ଲଟ ଫୋରମରୁ  ଏକନମ୍ବର ସିଡ଼ି ଚଢ଼ୀ ଆସିପାରୁଛନ୍ତି !(Walk three kilometers without discomfort, or can climb 88 steps of an over bridge))
.ରାତିରେ ପରିଶ୍ରା କରିବାପାଇଁ ଘନ ଘନ ଉଠନ୍ତି ନାହିଁ !(Not getting up for frequent urination)
.ଖାଦ୍ୟ ହଜମ ହଇ ଯାଉଛି ବିନା ଔଷଧରେ  ଓ ଝାଡା ହବାପାଇଁ ଔଷଧ ଦରକାର ପଡୁନି I(Able to digest food without medicines)
.ପଚାଶ ବର୍ଷତଳର ଘଟଣା ମନରେ ଗଢି ହଉଚି ?(can recapitulate old events vividly)
.ଗୋଟାଏ ଶ୍ଶ୍ଲୋକ  କିମ୍ବା ଗୀତ ପୁରା ମନେ ଅଛି ଏବଂ ଗାଇପାରିବେ ?(Can sing a song or recite a stanza from memory)
.ଆଧାରକାର୍ଡ଼ ନମ୍ବର କହିପାରିବେ ,ମନରୁ ?(passport number)
୧୦.ମନ ଖୁସିରୁହେ ଏବଂ ପ୍ରଫୁଲ ରୁହେ ସକାଳୁ !(Feels fresh and happy in the morning)
୧୧.ଘନ  ଘନ ଡାକ୍ତରଙ୍କ ପାଖକୁ ଯିବାକୁ ପଡେ ନାହିଁ ?(Don't have to visit doctors frequently)
୧୨.ଜୀବନକୁ ଉପଭୋଗ କରୁଛନ୍ତି ଓ ଖାଲିଟାରେ ରାଗୁନାହାନ୍ତି  ?(Enjoying life and seldom gets any)

*ଏଥିରୁ ଯଦିବି ଆଠଟା ହଁ ତାହାଲେ ଚଳିବ | ତାଠାରୁକମ ହେଲେ ରୋଗଗ୍ରସ୍ତ ଶରୀର କିମ୍ବା ବହୁତବୟସ ହୋଇଯାଇଛି I ତଥାପି ଖୁସିରେ ରୁହନ୍ତୁ ଆପଣଙ୍କ ଭଳି ବହୁତ ଅଛନ୍ତି ଏହି ଦୁନିଆରେ?If out of 12 you say yes to 8 of them then its OK or else you are a sick man.

No comments:

Post a Comment