21 June 2018

MISSILE TESTING ITS EFFECT ON WEATHER IN EASTERN INDIA?

ଗୋଟାଏ ଟ୍ରେନ ଇଂଗିନପାଖରୁ ୨୦ ଫୂଟ ଦୂରରେ ଛିଡା ହେଲେ ଗରମ ଲାଗେ ,ଭାବନ୍ତୁ ୫୦୦୦୦ ଡ଼ିଗ୍ରୀ ରେ ସେହିପIଖାପୁଖୀର ଅବସ୍ଥା କଣ ବରଫ ପଡିଲା ଭଳି ଲାଗିବ? ଶାନ୍ତି ପ୍ରିୟ ଦେଶ, ଜଗନାଥଙ୍କ ଦେଶ, ବୁଦ୍ଧଙ୍କ ଦେଶ, ମହାତ୍ମାଙ୍କ ଦେଶ, ରାମଙ୍କ ଦେଶ ଗେଂଥାଗୁଡ ଦେଶ ?ଦିନେ ଅଧେ ହୁଆନ୍ତା ଗତ ୩୦ ବର୍ଷର ଅନୁଭୂତିକୁ ବିଶ୍ୱାସ କରିବିନା ମିଲିଟାରୀ ଅଫିସରଙ୍କ କଥା ? ମୁଁ ବାଲେଶ୍ୱରରେ ବହୁତ ବର୍ଷ ରହିଛି ! ରାଉରକେଲା ଥାଇ ମଧ୍ୟ କହିପାରୁଥିଲି ସାଙ୍ଗ ମାନନକୁଂ ଯେ "ଫୁଟାଇଛନ୍ତି"?ଯେବେ ଠାରୁ ବ୍ରହ୍ମଅସ୍ତ୍ର ଫଟାଫୁଟି ଚାଲିଛି, ପୂର୍ବ ଭାରତର ଅବସ୍ଥା ବାର ବାଜି ଯାଇଛି I ଖାଲି ନିଜେ ଅନୁଭବ କରନ୍ତୁ ? ହଟାତ ଥଣ୍ଡା କମିଯାଏ ଅଗ୍ନିପରୀକ୍ଷା ପରେ ? କିମିତି?ଓଡ଼ିଆ ନିଦରୁ ଉଠନ୍ତୁ ଏବଂ ଏହି ପରୀକ୍ଷାଗାର ଚାନ୍ଦିପୁରରୁ ଅନ୍ୟତ୍ର ଉଠାଇ ନବାର ଧାରଣ ଦିଅନ୍ତୁ?ଜଳେଶ୍ୱରରୁତ ଉଠିଗଲା ନୂଆକରି କ୍ଷପଣାସ୍ତ୍ର ଗଢିବାର ଉପକ୍ରମ ୧୯୮୬ରେ? ଯଦି ଉତର କୋରିଆ କରିପାରିଲା ଇଣ୍ଡିଆ କରିପାରିବ.?କୌଣସି ଯୁଧ୍ୟରେ ଆମେ ଜିତିପାରିବୁ ନାହିଁ ନିଜ ଅସ୍ତ୍ରବଳରେ,ସେଇଟା ଧ୍ରୁବ ସତ୍ୟ ,ମାନନ୍ତୁ କି ନାହିଁ.I ଖାଲି ନୀଳଶଇଳକୁ ଧରି ବସିଥାଆନ୍ତୁ ଓଡ଼ିଆ ,ପଛେ ଭଣ୍ଡାର ଖାଲିଥାଉ ?ଦେଶପ୍ରେମୀତ ଭର୍ତି ଦେଶରେ , ତାହେଲେ ଲକ୍ଷ ଲକ୍ଷ ବାହାରେ କାହିଁକି ରହୁଛନ୍ତି?ଦାନ୍ତ ଉଠାଇବା ପାଇଁ ବିଦେଶ ,ଛୁଆଜ୍ଜମ ପାଇଁ ଦେଶ ପ୍ରେମୀ ବାହାରଙ୍କୁ ଯାନ୍ତି ?୬ଟା ଲେଖାଁଏ ପାସ୍ ପୋର୍ଟ ଧରି ଦେଶପ୍ରେମୀମାନେ ଉଭାନ ?ଯେହେତୁ ଟଙ୍କା ଦିଆହୋଇଛି ସେଥିପାଇଁ ଫୁଟା ଚାଲିଛି କିନ୍ତୁ ଅସଲଦିନ ଫୁଟିବଟି ?

No comments:

Post a Comment