21 June 2018

PM AS SCHOOL TEACHER?


ସ୍ୱାସ୍ଥ୍ୟ ରକ୍ଷା:
ଝାଡ଼Iଫେରି ଶୌଚ ହବା,ପରିବେଶ ସଫା ରଖିବା,ଖାଇସାରିକୁଳିକରିବା , ସକାଳୁ ଦାନ୍ତ ଘଷିବା ଏବଂ ଯୋଗ କରିବା- ଶିକ୍ଷା କଣ ପ୍ରଧାନମନ୍ତ୍ରୀ ହୋଇ ଲୋକଙ୍କୁ ସ୍ୱାସ୍ଥ୍ୟ ରକ୍ଷା,ଶିକ୍ଷା ଦେବା କଥାକି ?
ଏଥିରୁ ଜଣାଯାଉଛି ଆମର ୭୦ବର୍ଷର ଶିକ୍ଷାନୁଷ୍ଠାନରେ ଗେନ୍ଥାଗୁଡ ପଢ଼ାଯାଉଥିଲା ?
ଦୟାକରୀପ୍ରଧାନ ମନ୍ତ୍ରୀ ଏହିସବୁ ମାଙ୍କଡ଼ାମି ବନ୍ଦ କରି  ଦେଶ ପ୍ରତିଧ୍ୟାନ ଦିଅନ୍ତୁ, ଦିନକାଳ ସରିଆସୁଛି ?
ବୃଦ୍ଧ  ଲୋକମାନେ ଯୋଗ କରି ହାଡଭାଙ୍ଗି  ଡାକ୍ତରଖାନା ଦୌଡୁଛନ୍ତି !

(ଜଣେ ମୋଦିଙ୍କ ଶୂଚିନ୍ତକ !)

No comments:

Post a Comment