19 June 2018

TRIMURTY


୧୮୯୨
୧୮୯୨ର ମହାପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସେହିମନ୍ଦିର ରହିଛି ଆଗଭଳି କିନ୍ତୁ ବଦଳିଯାଇଛି ଭକ୍ତଙ୍କ ପ୍ରାର୍ଥନା ,ଅଭିଲାଷା I ବଡଦାଣ୍ଡ, ସରଧାବାଲିରେ ମିଶିଯାଇଛି ଲାଞ୍ଚ ଦିଆନିଆ ରାଜନୀତି   ଦୁର୍ନୀତିପରାୟଣାତା I

ହାତ ଗୋଡ଼ କାଟିଦେଇ କରିଦେଇଛନ୍ତି ମହାବାହୁଙ୍କୁ ଅସହାୟ I ଚାବି ହଜିବା  ଗହଣା ମୋତି ମାଣିକ୍ୟ ଅଦୃଶ୍ୟ ହବା, ବହୁତଟାରେ ବିଚଳିତ ରାଗାନ୍ୟୁତ କରିଦେଇଛି ତ୍ରୀନାଥଙ୍କୁ?ଓଡିଶାଵାସୀ ତାର ଫଳଭୋଗିବେ, ବହୁତ ଶୀଘ୍ର  !

No comments:

Post a Comment