30 August 2017

OLD GADGETS--Dhenki & Sila Silputa




Dhenki is an old style rice mill or husk lever found in Indian states of Assam and Odisha. It is usually made of hard wood. It has a fulcrum supporting a weight. Due to the force of the weight upon the rice in the pods, the rice and the golden brown husks separate. Dhenki used to be operated by women to produce rice from paddy and grind rice to powder. Dhenki is still in use some part of rural Odisha. Dhenki retrieve rice from raw paddy grain, to make dry rice flakes, rice powder later to process it to make various delicious dry food items called pithas. The leg and abdomen muscles get stronger and CS was not necessary .The sila silputa is still being used in some house hold of Odisha; we have one in our kitchen. These old type primitive equipment are slowly going out of fashion, replaced with electric grinders. Instead of developing fitness in one’s own house the modern day ladies spend huge amount going to gymnasiums and beauty parlors.



ଢ଼ିଙ୍କି:
ଢ଼ିଙ୍କି କୁଟା ଚାଉଳ ଚୁନାରୁ ତିଆରି ଖାଦ୍ୟ ଜିଏ ଖାଇଛି ଛୋଟବେଳେ, ସିଏହିଁ ବୁଝିପାରିବ  ଏହି ଦୁଇଟା ଅଜବ ଜିନିଷର କରାମତି !  ଶିଳ ଶିଳପୁତା ଏବେମଧ୍ୟ କିଛିଘରେ ଦେଖିବାକୁ ମିଳେ ! ଭାବନ୍ତୁ ଯଦି ରାତିଅଧରେ ଉପରତାଲାବାଲା ମସଲା ବାଟେ ଆପଣଙ୍କର କି ଅବସ୍ଥା ହବ?ଏହିସବୁ ଫକୀରମୋହନ ସେନାପତିଙ୍କ ଗଳ୍ପ ଏବଂ ଇତିହାସ ପୃଷ୍ଠାରେ ହଜିଯାଇଛି ! ନା ଦରକାର ବିଜୁଳି କରେଣ୍ଟ ନା ବିଜୁଳିର ଯନ୍ତ୍ରପାତି ?ଆପଣ ହାତରେ ସବୁକିଛି ,ଅନ୍ୟକୁ ନିର୍ଭର କରିବାର ନାହିଁ! ସବୁଆଡୁ ଭଲ, ସ୍ୱାସ୍ଥ୍ୟ ମଧ୍ୟ ଭଲରହିବ ତରକାରିର  ସ୍ୱାଦ ମଧ୍ୟ ବଢିୟା ! ଇଛାହେଲା ରଖନ୍ତୁ ନହେଲେ ଫୋପାଡିଦିଅନ୍ତୁ !ଏହିସବୁ ବ୍ୟବହାର କରି ଆମର ଜେଜେମା ,ଆଈ ମା ଏଭଳି ଭାବେ ବଢ଼ିଥିଲେଯେ ,ବିନା ପେଟ କଟାରେ    ରୁ ସାତଟା ଛୁଆ ଜନ୍ମକରିପାରିଥିଲେ ?ଏବେତ ଗୋଟିଏ ଛୁଆରେ ଥକିଯାଉଛନ୍ତି ! 
Posted by Sanjoy Kumar Satpathy

No comments:

Post a Comment