28 September 2017

Modern Odiya Poem




 ଅପେକ୍ଷା:
ଦିନଥିଲା ଦେଖିବା ପାଇଁ ଜଗିବସୁଥିଲି ବ୍ୟାକୁଳ ହୋଇ
ପାନ ଦୋକାନର ବଉଳମୂଳରେ  ବର୍ଷାରେ ଓଦା ହୋଇ I
ଦିନେ ଦିନେ ତୁମେ  ଆସନି କଣ ପାଇଁ କେଜାଣି
ନିଆଁ ଲଗାଇ ଫେରିଆସେ ବାତିଖୁଣ୍ଟକୁ ଗଣି ଗଣି I
ଖାଲିଖାଲି ଲIଗେ ଜୀବନଟା ତୁମ  ଚିନ୍ତାରେ !
କୁଆଡେ ଗଲ କାହିଙ୍କିଗଲ ପଦେତ କହିପାରିଥାନ୍ତ ନାଁ ?
ଚାଲିଗଲା କେତେ ବିଜୟାଦଶମୀ   ତୁମେତ ଆସିଲନାହିଁ
 ଅପେକ୍ଷାରେ ଏକାନ୍ତ ଏକୁଟିଆ ସେହି ଗଛ ତଳେ ବସିଛି ଚାହିଁ
                (ପ୍ରେମ କରିନଥିବା ଅଜଣା କବି)
(Smoking is injurious to help but inhaling automobile smoke is much more injurious)

No comments:

Post a Comment