ଏଇଟାକଣ ଜୀବନ ?
ରାତ୍ରିର ନିଶବ୍ଦତାରେ ନିଜେ ନିଜର
ହୃତ୍ପିଣ୍ଡର ଧ୍ୟପ୍ ଧ୍ୟପ୍ ଶବ୍ଦଶୁଣି ମନରେ ଭୟଆସେ
ଚିନ୍ତା ଆସେ ଏହିଶବ୍ଦ ବନ୍ଦମାନେ କଣ ସବୁଶେଷ ?
ଭାବେ କେତବର୍ଷ ହେଲା ଆପେ ଆପେ ଚାଲିଛି
ନିସ୍ଵାର୍ଥପରଭାବରେ କିଏ କହିଛି ତାକୁ ଚାଲିବାପାଇଁ ?
ନିଦ ଭାଂଗିଯାଏ ସ୍ଵପ୍ନାଦେଖେଯେ ଧ୍ୟପ୍ ଧ୍ୟପ୍ ବନ୍ଦ ହୋଇଯାଇଛି !
ପାଣିପିଇ ସାଙ୍ଗ ରିଙ୍ଗକୁଦେଖେ ସିଏ ହସିକୁହେ ପାଗଳାଟା ସୁଇପଡ଼ କାହାକୁ ଡରୁଛୁ ?
ମରଣକୁ ? ପୁଣି କଡକରିଆଖିବନ୍ଦକରେ !
ମୁଁ ମଧ୍ୟ ସୁଇ ପଡେ କିନ୍ତୁ ଧ୍ୟପ୍ ଧ୍ୟପ୍ ଶବ୍ଦ ଆସ୍ତେ ଆସ୍ତେ
କ୍ଷୀଣରୁ କ୍ଷୀଣତର ଶୁଣାଯାଉଥାଏ ଅନତି ଦୂରରୁ !
କହୁଥାଏ ଏଇଟା ତ ମୁଁ !
ସଂଜୟ କୁମାର ଶତପଥି
No comments:
Post a Comment