29 November 2018

SELF PROPAGANDA.

ଆପଣ ମାନଙ୍କ ଭିତରୁ କେତେଜଣ ଓଡିଶା, ଉତ୍କଳ ୟୁନିଭେର୍ସିଟି,ଷ୍ଟିଲଲ ଅଥରିଟି ଅଫ  ଇଣ୍ଡିଆ ଓ  ଇଷ୍ଟ ଜ଼ନପାଇଁ ଖେଳିଛନ୍ତି ?ଓଡିଆ ବୋଲି କଣ ଢେଂଡେ଼ରାପିଟିବି ?ମୁଁ ଜଣେ କ୍ରିଟିକ୍ୱ,ମିଛ ପ୍ରସଂଶା ଭଲଲାଗେନାହିଁ ସେଇଥିପାଇଁ ଅନ୍ୟମାନେ ମତେ ଭଲ ପାଆନ୍ତି ନାହିଁ  !  ହେଲା --ବିଶ୍ୱ କପ ହକି ହେଲା, କଣ ହାତୀମାରା ବନ୍ଦ ହବ? ପାଣି ଆସିବ ମହାନଦୀରେ?ଓଡିଶାରୁ ବେରୋଜଗାରୀ ଚାଲିଯିବ ?ମୁଖ୍ୟମନ୍ତ୍ରୀ ଓଡ଼ିଆ କହିବେ?ଦାରିଦ୍ର୍ୟତା ଉଭେଇଯିବ ?କିଛି ମାସ ପରେ ଯଉଁକଥାକୁ ସେଇକଥା ! ଷଣ୍ଢ, ଗାଈ,କୁକୁର ଫେରିଆସିବେ ରାସ୍ତାକୁ , ରାସ୍ତାର ରଙ୍ଗ ଲିଭିଯିବ ,ପାଦ ଚଲା ରାସ୍ତାରେ ବୁଲେଟ ଚାଲିବ,କିନ୍ତୁ ଓଡିଆଙ୍କ ଉପରେ ଅନ୍ୟରାଜ୍ୟର ଦୃଷ୍ଟିକୋଣ ବଦଳିବ ନାହିଁ ! ଓଡ଼ିଆ- ଓଡ଼ିଆ ହୋଇ ଗୋଡ଼ଟଣା ଟୁଣି,  ହଉଥିବେ ରାଜ୍ୟ ଜୁଆଡେ ଯିବା କଥା ଯିବ !ବହୁତ ବର୍ଷ ତଳେ ଗୋପବନ୍ଧୁ କହିଥିଲେ "ଓଡ଼ିଆ ଭୀରୁ" ନିଜର କେହିନାହିଁ ବୋଲି ଭଡାଟିଆ ଆଣିବ, ବାଃ ବାଃ ନବା ପାଇଁ ?

1 comment: