26 April 2018

TFI

କିଛି ପ୍ରଭାବ ପଡିବ ନାହିଁ?

ମୋର ଜଣେ ବନ୍ଧୁଙ୍କୁ ଯେତେ ବେଳେ କହିଲି , "ଏଥର ବଳାତ୍କାର କମିଯିବ ?"
"ଗେଁଠାଗୁଡି କମିବ" ବନ୍ଧୁ ବିରକ୍ତ ହୋଇ କହିଲେ !
"କାହିଁକି କହିଲ?"
ବନ୍ଧୁକହିଲେ "ଦେଖ,ବେଶ୍ୟାପାଖକୁ ଗଲେ ରୋଗଡେଇଁବାର ବହୁତ ସମ୍ଭାବନା, ତଥାପି ଲୋକେ କଣ ଯିବାବନ୍ଦ କରିଛନ୍ତି ? ରେଳ ଲାଇନ ପାରହେଲାବେଳେ ମରିଯିବାର ବହୁତ ସମ୍ଭାବନା , ତଥାପି ମଣିଷ କାନରେ ଫୋନ ଲଗାଇଥାଏ ! ସ୍କୁଟର ଡ଼ିଗିରୁ   ଲକ୍ଷ ଲକ୍ଷ ଟଙ୍କା ଚୋରି ହବାର ଖବର ବାହୁରୁଛି, ତଥାପି ଲୋକେ ଟଙ୍କା ରଖୁଛନ୍ତି ! ସୀମିତି  ଦେଖିବୁ ବଳାତ୍କାର ସଂଖ୍ୟା ବିଲକୁଲ କମିବ ନାହିଁ !"
ବନ୍ଧୁ ଚା ପିଉ ପିଉ ପୁଣି କହିଲେ  "ଦେଖ ବନ୍ଧୁ ନିଜବଂଧୁ ବାନ୍ଧବ ବଳାତ୍କାର କଲେ କିଏ କଣ କରିବ, କହିଲୁ ?କୋର୍ଟ ଅନୁସାରେ ନବେ ପ୍ରତିଶଦ ବଳାତ୍କାର ଚିଂହା ପରିଚୟ ଲୋକେହିଁ କରିଥାନ୍ତି !ରେଳ ଫାଟକ ଥାଉ କି ନଥାଉ ଲୋକେ ମରିବେ ନିଜର ଭୁଲ ପାଇଁ ! ଯଉଁମାନେ  ଦିନବେଳେ ମହମବତି ଧରୁଛନ୍ତସେମାନେ କଣ କିଛିପରିମାଣରେ ଦାୟୀ ନୁହନ୍ତିକି ?"

ଦୁଇବନ୍ଧୁ ଆଉ କିଛି ସିଦ୍ଧାନ୍ତରେ ପହଂଚି ନପାରି ଘରକୁ ଫେରିଗଲେ !

No comments:

Post a Comment