27 June 2018

GREATEST HINDI COMEDY FILM OF THE CENTURY

SHOLAY:

No doubt 1975 Hindi film Sholay, not only made Amjad Khan and other film stars famous but also it made many mimicry experts rich. This film was inspired by another Western Movie ‘Once upon a time in the West’. If you analyze little deep in to Sholay film success, it seems excepting ‘three reels’ rest ‘fifteen reels’ were comedy scenes intermingled with one another .Be it marriage proposal of Viru, or Pistol training or Jail escape or sale of woods or suicide attempt of Viru, everyone was a comedy scene. They were all comedians in the film except Sanjib Kumar,Jaya Bhaduri and Amjad Khan. All said and done Sholay picture made few cinema hall owners rich, produced few ruthless dacoits and few mimicry experts’ in India.

26 June 2018

TWO ALLOUT

*UNRECONGNIZED RECORD:
That was an Inter-District level two day cricket match under Orissa Cricket Association, in India.
Venue :Cuttack, Engineering School Ground.Nov1972-73
Rourkela Steel Plant(RSP) XI vs Keonjhar District Cricket Association Team.
Rourkela Team won the toss and scored 285 runs on day one.It was an one inngs match.
On 2nd day Keonjhar team was all out for two runs, on a cold cloudy condition.
Out of two runs one run was leg bye and the other from bat.
Only one batsman scored a single run that too, due to a dropped catch.
A handful of Public who were present on that day asked that batsman to raise his bat, he oblidged !
G.Sankar took 4 wickets for no runs and Sanjoy Satpathy 4 wickets for one run.One batsman was retired hurt.
Keonjhar Innings lasted 21 balls.
Mr.Banabasi Pattnaik a Zonal level Cricket player and a Chief Engineer of Orissa, said that
“It was a district level lowest score in an innings in world Cricket.”


23 June 2018

LETHAL HERBAL DRINKS?


ILL EFFECTS OF HERBAL AND UNKNOW DRUGS ON HEALTH AND DISEASE:
In last two decades there is a sudden craze amongst learned public to go for alternate medicine along with the prescribed drugs of specialists. Middle aged person or senior citizens in India, who had heart attack or are diabetic or high blood pressure patients are ready to give you names of alternate medicines and refer to such and such doctors. The bottle gourd is in demand, as if drinking its juice will cure obesity and diabetes? Some people even drink cows urine !
One can find a food item in marriage receptions—deep fried bitter gourd, lady fingers, brinjals and some unknown leaves. It’s in great demand by the diabetics. They consume plenty of sweets and ice cream but take more insulin and tablets.
Some cases of deaths have been reported after consumption of bitter gourd and bottle gourd juice but the exact cause of death is not known through autopsy. Anything which is bitter is not going to cure obesity or diabetes. The skin of these ‘gourd’ contains a toxic substance hence better to avoid then die.
It’s like this—some people drink alcohol every day but to protect the liver they take own prescribed drugs without their doctor’s knowledge. People have a wrong notion that by taking certain unproved medications like live fish, some herbal drugs, certain leaves and fruits they will become free from asthma, diabetes, high blood pressure and kidney failure! New medicines are being consumed by young and old alike for erectile problems which are dangerous in higher dose!
The main reasons for many diseases are in our kitchen, so better watch out? There is no short cut to good health; it starts from juvenile age not at 60?
Sanjoy Kumar Satpathy.(MD.Dip.Yoga.FCCP).
Senior consultant Medicine
Faculty for DNB students
Teaching staff for SARC country’s students.

22 June 2018

INDIAN FAST FOOD

ଜଳଖିଆ ତୟାର:
ଗରମ ଗରମ ଆଳୁଚପ,ବରା,ପକୁଡି,ଝିଲାପୀ,ଗୋଲାପଯାମୁ ଗୁଲଗୁଲା ! ଖାଆନ୍ତୁ ଯାହା ଇଛା ତାହା ! ଝୀଲପି ଦଶ, ବାକିସବୁ ପାଞ୍ଚ କହିଲେ | ଏହିଭଳି କଉଁ ଦେଶରେ ମିଳିବ ଶସ୍ତା ଗରମ ଗରମ ଆଖିଆଗରେ ଛଣାହଉଥିବା ଜଳଖିଆ? ମୋ ମତରେ ଏମାନେ ଥାଆନ୍ତୁ ଏବଂ ଯଦି ଲୋକ ଭଲ ପାଉଛନ୍ତି ତାହାଲେ ଏମାନଙ୍କୁ ଉଠାଇଦେବା କଣ ଦରକାର ?ସିଏ ତା ଜାଗାରେ ବ୍ୟବସାୟ କରୁଛିଯିମିତି ଡାକ୍ତରମାନେ ଘରେ କ୍ଲିନିକ କରୁଛନ୍ତି,ଶିକ୍ଷକ ମାନେ  ଘରେ ଟିଉସନ ସେଇଭଳି ?ଏହିଟା ହଉଚି ଓଡିଶା, କୁହନ୍ତୁ କି ଭାରତବର୍ଷ ବିଶେଷ୍ୟତ୍ୱ ! ହଟାତ ସିଙ୍ଗାପୁର ହୋଇଗଲେ ଭଲ ଲାଗିବନି ! ମୋତେ ଭଲ ଲାଗେ ଏହିସବୁ ଦୃଶ୍ୟ !ଲାଜ ଲାଗୁଚି ଯଦି ଘରକୁ ନେଇ ଆସନ୍ତୁ  ଟିଫିନରେ  ବାକ୍ସରେ, ନହେଲେ ପ୍ଲାଷ୍ଟିକରେ ଦେଇଦେବ ?
ପଟିଆରେ ରାସ୍ତା କଡରେ ଗୋଟାଏ  କୋଡ଼ିଏ ଏକୁସ ବର୍ଷ ପିଲା ଆଳୁଦମ ଦହିବରା ବିକେ ! ୧୫ଟଙ୍କାରେ ତିନିଟା ଦହିବରା (ଅବଶ୍ୟ ଦହିକମ ପାଣି ବେଶୀ) ଆଳୁଦମ ଦିଏ ଶାଳପତ୍ର ଦନାରେ ! ମୁଁ ୮୦ଟଙ୍କା ଦେଇ ଜୁନ-ଫେୟାର  ହୋଟେଲରେ ୩ଟା ଦହିବରା ଖାଇଛି --ବେଶ କିଛି ଫରକ ନାହିଁ ?ଲୋକଙ୍କ ସହିତ ମିଶନ୍ତୁ ଏବଂ କଥା ହୁଅନ୍ତୁ ଦେଖିବେ ବହୁତ ଜିନିଷ ଶିଖିବେ ଜାଣିବେ !ସନ୍ଧ୍ୟାରେ ପିଲାଟି ବାପର ଭୁଷା ଦୋକାନ ସମ୍ଭାଳେ !
                                        ସନ୍ଧ୍ୟାରେ ଦଳ ଦଳ ହୋଇ ପୁଅ ଏବଂ ଆଧୁନିକ  ଝିଅଙ୍କୁ ଦେଖିବାକୁ ପାଇବେ,ଏହି ଆଳୁଚପ, ଗୁପଚୁପ ବରା  ଦୋକାନ  ପାଖରେ ହାତ ଧରା ଧୁରି  ହୋଇ ସୁଗନ୍ଧିତ ବାତାବରଣରେ , ମୁନିସିପାଲିଟି ଲଗାଇଥିବା କଦମ୍ବ ଗଛମୂଳରେ, ସତେକି ରାଧା କୃଷ୍ଣ ?କିଛି କୀମସ ଓ କିଟସ ରେ ପଢ଼ୁଥିବା  ଆଉକିଛି ଚାକିରୀ କରୁଥିବା ଯୋଡି  !ପଇସାଟା କିନ୍ତୁ   ପ୍ରାଏ ପୁଅପିଲାଟି  ଦିଏବିଦ୍ୟାଳୟ କଲେଜ ବନ୍ଦ ଥିଲେ ଏହିବିକାଳୀଙ୍କ  ବ୍ୟବସାୟ ମାନ୍ଦା ଚାଲେ !ଚାଲି ଚାଲି ବୁଲିବାର ମଜା କାରରେ ବୁଲିବାର ମଜାରେ ଅନେକ ଫରକ !

(ସଂଜୟ ଜୀବନର ଅଙ୍ଗେ ଲିଭାଇଥିବାର ଅନୁଭୂତି, କପି ଆଉ ଲଗାଉ ନୁହଁ)

21 June 2018

PM AS SCHOOL TEACHER?


ସ୍ୱାସ୍ଥ୍ୟ ରକ୍ଷା:
ଝାଡ଼Iଫେରି ଶୌଚ ହବା,ପରିବେଶ ସଫା ରଖିବା,ଖାଇସାରିକୁଳିକରିବା , ସକାଳୁ ଦାନ୍ତ ଘଷିବା ଏବଂ ଯୋଗ କରିବା- ଶିକ୍ଷା କଣ ପ୍ରଧାନମନ୍ତ୍ରୀ ହୋଇ ଲୋକଙ୍କୁ ସ୍ୱାସ୍ଥ୍ୟ ରକ୍ଷା,ଶିକ୍ଷା ଦେବା କଥାକି ?
ଏଥିରୁ ଜଣାଯାଉଛି ଆମର ୭୦ବର୍ଷର ଶିକ୍ଷାନୁଷ୍ଠାନରେ ଗେନ୍ଥାଗୁଡ ପଢ଼ାଯାଉଥିଲା ?
ଦୟାକରୀପ୍ରଧାନ ମନ୍ତ୍ରୀ ଏହିସବୁ ମାଙ୍କଡ଼ାମି ବନ୍ଦ କରି  ଦେଶ ପ୍ରତିଧ୍ୟାନ ଦିଅନ୍ତୁ, ଦିନକାଳ ସରିଆସୁଛି ?
ବୃଦ୍ଧ  ଲୋକମାନେ ଯୋଗ କରି ହାଡଭାଙ୍ଗି  ଡାକ୍ତରଖାନା ଦୌଡୁଛନ୍ତି !

(ଜଣେ ମୋଦିଙ୍କ ଶୂଚିନ୍ତକ !)

MISSILE TESTING ITS EFFECT ON WEATHER IN EASTERN INDIA?

ଗୋଟାଏ ଟ୍ରେନ ଇଂଗିନପାଖରୁ ୨୦ ଫୂଟ ଦୂରରେ ଛିଡା ହେଲେ ଗରମ ଲାଗେ ,ଭାବନ୍ତୁ ୫୦୦୦୦ ଡ଼ିଗ୍ରୀ ରେ ସେହିପIଖାପୁଖୀର ଅବସ୍ଥା କଣ ବରଫ ପଡିଲା ଭଳି ଲାଗିବ? ଶାନ୍ତି ପ୍ରିୟ ଦେଶ, ଜଗନାଥଙ୍କ ଦେଶ, ବୁଦ୍ଧଙ୍କ ଦେଶ, ମହାତ୍ମାଙ୍କ ଦେଶ, ରାମଙ୍କ ଦେଶ ଗେଂଥାଗୁଡ ଦେଶ ?ଦିନେ ଅଧେ ହୁଆନ୍ତା ଗତ ୩୦ ବର୍ଷର ଅନୁଭୂତିକୁ ବିଶ୍ୱାସ କରିବିନା ମିଲିଟାରୀ ଅଫିସରଙ୍କ କଥା ? ମୁଁ ବାଲେଶ୍ୱରରେ ବହୁତ ବର୍ଷ ରହିଛି ! ରାଉରକେଲା ଥାଇ ମଧ୍ୟ କହିପାରୁଥିଲି ସାଙ୍ଗ ମାନନକୁଂ ଯେ "ଫୁଟାଇଛନ୍ତି"?ଯେବେ ଠାରୁ ବ୍ରହ୍ମଅସ୍ତ୍ର ଫଟାଫୁଟି ଚାଲିଛି, ପୂର୍ବ ଭାରତର ଅବସ୍ଥା ବାର ବାଜି ଯାଇଛି I ଖାଲି ନିଜେ ଅନୁଭବ କରନ୍ତୁ ? ହଟାତ ଥଣ୍ଡା କମିଯାଏ ଅଗ୍ନିପରୀକ୍ଷା ପରେ ? କିମିତି?ଓଡ଼ିଆ ନିଦରୁ ଉଠନ୍ତୁ ଏବଂ ଏହି ପରୀକ୍ଷାଗାର ଚାନ୍ଦିପୁରରୁ ଅନ୍ୟତ୍ର ଉଠାଇ ନବାର ଧାରଣ ଦିଅନ୍ତୁ?ଜଳେଶ୍ୱରରୁତ ଉଠିଗଲା ନୂଆକରି କ୍ଷପଣାସ୍ତ୍ର ଗଢିବାର ଉପକ୍ରମ ୧୯୮୬ରେ? ଯଦି ଉତର କୋରିଆ କରିପାରିଲା ଇଣ୍ଡିଆ କରିପାରିବ.?କୌଣସି ଯୁଧ୍ୟରେ ଆମେ ଜିତିପାରିବୁ ନାହିଁ ନିଜ ଅସ୍ତ୍ରବଳରେ,ସେଇଟା ଧ୍ରୁବ ସତ୍ୟ ,ମାନନ୍ତୁ କି ନାହିଁ.I ଖାଲି ନୀଳଶଇଳକୁ ଧରି ବସିଥାଆନ୍ତୁ ଓଡ଼ିଆ ,ପଛେ ଭଣ୍ଡାର ଖାଲିଥାଉ ?ଦେଶପ୍ରେମୀତ ଭର୍ତି ଦେଶରେ , ତାହେଲେ ଲକ୍ଷ ଲକ୍ଷ ବାହାରେ କାହିଁକି ରହୁଛନ୍ତି?ଦାନ୍ତ ଉଠାଇବା ପାଇଁ ବିଦେଶ ,ଛୁଆଜ୍ଜମ ପାଇଁ ଦେଶ ପ୍ରେମୀ ବାହାରଙ୍କୁ ଯାନ୍ତି ?୬ଟା ଲେଖାଁଏ ପାସ୍ ପୋର୍ଟ ଧରି ଦେଶପ୍ରେମୀମାନେ ଉଭାନ ?ଯେହେତୁ ଟଙ୍କା ଦିଆହୋଇଛି ସେଥିପାଇଁ ଫୁଟା ଚାଲିଛି କିନ୍ତୁ ଅସଲଦିନ ଫୁଟିବଟି ?

19 June 2018

TRIMURTY


୧୮୯୨
୧୮୯୨ର ମହାପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସେହିମନ୍ଦିର ରହିଛି ଆଗଭଳି କିନ୍ତୁ ବଦଳିଯାଇଛି ଭକ୍ତଙ୍କ ପ୍ରାର୍ଥନା ,ଅଭିଲାଷା I ବଡଦାଣ୍ଡ, ସରଧାବାଲିରେ ମିଶିଯାଇଛି ଲାଞ୍ଚ ଦିଆନିଆ ରାଜନୀତି   ଦୁର୍ନୀତିପରାୟଣାତା I

ହାତ ଗୋଡ଼ କାଟିଦେଇ କରିଦେଇଛନ୍ତି ମହାବାହୁଙ୍କୁ ଅସହାୟ I ଚାବି ହଜିବା  ଗହଣା ମୋତି ମାଣିକ୍ୟ ଅଦୃଶ୍ୟ ହବା, ବହୁତଟାରେ ବିଚଳିତ ରାଗାନ୍ୟୁତ କରିଦେଇଛି ତ୍ରୀନାଥଙ୍କୁ?ଓଡିଶାଵାସୀ ତାର ଫଳଭୋଗିବେ, ବହୁତ ଶୀଘ୍ର  !

18 June 2018

“A MAN'S GOT TO KNOW HIS LIMITATIONS"



“A man’s got to know his limitations”

Who told us that all human beings are same?-from books? From politicians? From our parents?
All dogs are not the same. The sled dogs cannot survive even for a day at Bhubaneswar! Our pariah dogs cannot survive at Siberia for a day! Why? Both are dogs should have survived? The racing dogs are different from the sniffer dogs! Similarly no two human beings are same! Their DNA are different their blood groups are different, their heart capacity are different, their IQ are also different! That is the unpalatable truth.
In last thousands of years no Indian has ever run 100 meters below 10 seconds! Our Indian hearts and leg muscles are not fit for 90 minutes of football! Those with some magnolia blood may play better but not true Arian Indians. We must know our limitations.
Indian brains in particular ethnic background, are very intelligent but not all.
There are basically three types of people in India. The topmost group (A) has ideas and intelligence but very poor physical strength. They can help you with ideas as to where to build a bridge over a long river.
The second group (B) is expert in construction of a bridge, they have technical knowhow.
The third group(C) has stamina and muscular strength to build the bridge in adverse conditions. Similarly in every field three types of human beings are operating. Unfortunately if you put the C category of people in A or a B category in C then you has problems as we have in India.
Indians can succeed in cricket, tennis because they are slow games, have breathing time. Whereas 100 meters-200meters, marathon and football are very strenuous games, Indians may participate but will not suceed!We the Indians must realize our own capacity and limitations. That’s why no rich men’s children or famous actors, actress children ever succeeded in education and sports—gene man gene?
                                     There are certain countries where the failed sports persons are humiliated or demoted, none of them get government jobs. The fear of failure brings out the best out of the sportsman! Pampered sports persons are never satisfied.
As long as we have the infighting in the society, the rich and the poor, caste systems and regional feelings India does not have a good story to tell.
Every system in India has been affected with HIV virus, be it education, medical, politics, literature, military, cultivation and character building. Unless we introspect it’s a futile exercise to take India out of this “black hole”.

“The writer has a black mole on his head”.



14 June 2018

FRIENDS IN INDONESIA:

My greetings to friends in Indonesia.I do not have any relatives there but I find few people read my blog quit frequently.I am a bit surprised if some of my relatives work in Indonesia?
                                                     Thank you friends in Indonesia.

UNDERCUT HAIR STYLE

ଚୁଳ କଟା :
ଆଜିକାଟିବି କାଲି କାଟିବି ଇମିତି ହଉହଉ ଚୁଳ ବହୁତ ବଢିଗଲାଅଳ୍ପ ଚୂଳରେ ଯଉଁ ମଜୁରୀ ବେଶୀହେଲେ ମଧ୍ୟ ସେଇ ?କଂଜୁଶ ଲୋକତ ଗାଡି ନନେଇ ଚାଲିଚାଲି ଗଲି ସେଲୁନକୁମନଭିତରେ ଛାନିଆ ଭାବ ଥିଲାଯେ ଯଦି ଅଧାରୁ ବିଜୁଳି ଚାଲିଗଲା ?
ପଚାରିଲି, ବସିବି ? ମୁଣ୍ଡ ଟୁଙ୍ଗାରି ଦେଲା !
ଶୀତତାପ ନିୟନ୍ତ୍ରିତ ସେଲୁନରେ ଦାମ ବେଶୀ ତଥାପି ଆରାମ ?ଦେଖିଲି ମୋ ପାଳିଆସୁଆସୁ ଘଣ୍ଟେ ଉପରେ ଲାଗିବ ! କାଲିଆସିବି କହି ଝାଳକୁ ଶୁଖାଇ ବାହାରକୁ ଚାଲି ଆସିଲି !
ଆଉ ଟିକିଏ ଦୂରରେ ଗୁମୁଟିରେ ଗୋଟାଏ ନୂଆ ସେଲୁନ ! ଭିତରେ କେହିନଥାନ୍ତି ,ଚୁଳକଟା ପିଲାଟି ନିଜ ଚେହେରା ଦେଖୁଥିଲା ଆଇନାରେ ! ବୟସ୍କ ଲୋକଟିକୁ ଦେଖି ତା ମୁଖ ମଣ୍ଡଳରେ କିଛି ପ୍ରଭାବ ପଡିଲା ଭଳି ଲାଗୁନଥିଲା ! ତଥାପି ଭିତରକୁ ପସି, ବସିପଡ଼ିଲି ବୁଲା ଚୌକିରେ !
ପଚାରିଲା "ପୁରୁଣା କଟ ନା ନୂଆ ?"
"ପୁରୁଣା"
 "ଆପଣଙ୍କ ଚୁଳ ଭଳି ମୋର ମଧ୍ୟ ପତଳା,ଆପଣଙ୍କ ବୟସ ହେଲା ବେଳକୁ  ମୁଁ ଚାନ୍ଦା ହୋଇଯାଇଥିବି "ପିଲାଟି ପାଣିରେ ଚୁଳ ଓଦା କରୁକରୁ କହିଲା i
"ତୁମର କେତେ ବୟସ "
"ତେଇଶ ବର୍ଷ "
"ଆଜିକାଲି ଯଉଁ " କିମ୍ମ " ଷ୍ଟାଇଲ ଚାଲିଛି ତୁମେତ ସୀମିତିକାଟିଛ ?"
"ହଁ ଆଂଜ୍ଞା , ହେଲେ ଗରାଖ ଆସିଲେ ନାହିଁ !"
"କୁହନ୍ତୁ, ଆପଣଙ୍କ ଛୋଟ କାଟିବିନା ବଡ଼? "
"ଛୋଟ "
"କେତେ ଭଡା , ଏହିବାଖରାଟୀ ପାଇଁ ?"
"ଛହଜାର Iପାଞ୍ଚ ହଜାର ପାଞ୍ଚଶହ ଭଡା ବିଜୁଳିବାବଦକୁ  ପାଞ୍ଚଶହ ଟଙ୍କା "
 ମୁଁ ଭାବିଲି ଯାହଉ ପିଲାଟି ଅନ୍ୟ ଉପରେ  ନିର୍ଭର ନକରି ନିଜ ବାଟ ନିଜେ ବାଛିନେଇଛି !

ଚୁଳ କଟା ସରିଲା ପରେ ଚାଳିଶ ଟଙ୍କାଦେଇ ବାହାରକୁ ବାହାରି ଆସିଲାରୁ ଦେଖିଲି ଅନତିଦୂରରେ ବିଜୁଳି ମାରୁଛି I ଯାହଉ ବିଜୁଳି କାଟିବା ପୂର୍ବରୁ ମୋ  ପର୍ବଟା ଶେଷ !