24 May 2018

ବେଲ ପାଚିଲେ କୂଆରକି ଯାଏ ?

ବେଲ ପାଚିଲେ କୂଆରକି ଯାଏ ?
ସାଧାରଣ ମଣିଷ କେବଳ ଦେଖଣାହାରୀ ?
୨୦୧୯ରେ ଜୀଏବି ଆସିବ ଗାଦିକୁ ସିଏକଣ
.ପେଟ୍ରୋଲ କିମ୍ବା ଡିଜେଲକୁ ୫୦ଟଙ୍କାରେ ବିକିବ ?
.ଟ୍ରେନ ଆକ୍ସିଡେଣ୍ଟ ବନ୍ଦକରିଦବ ?

.ଜାମୁ କାଶ୍ମୀରକୁ ଦିଲ୍ଲୀ ପାଖକୁ  ନେଇଆସିବ
.କାବେରୀ ନଦୀ ସମସ୍ୟା ଦୂର କରିଦେବ ?

.ଡଲାରର ମୂଲ୍ୟକମାଇପାରିବ ?($=୩୦ଟଙ୍କା )

No comments:

Post a Comment