ଶୁଖିଲା ନଈ ?
ବର୍ଷ ବର୍ଷ ହେଲା ଆମ୍ଭେ ଦେଖିଆସୁଛୁ ବର୍ଷାଋତୁ ଛାଡିଦେଲେ ଅନ୍ୟଦିନରେ ଆମର ସବୁନଦୀ ପ୍ରାୟେ ଶୁଖିଲା, ବାଲିମୟ ! ଯଦି ମନେ ପକାଇବେ ଉତ୍କଳ ଏକ୍ସପ୍ରେସରେ ଆସୁଥିବା ଦିନକଥା , ସେତେ ବେଳେ ସୂତାଖିଅ ଭଳି ନଦୀ I ଓଡ଼ିଶାର ନଦୀତ ହିମାଳୟରୁ ଆସିନିଜେ ବର୍ଷସାରା ପାଣି ଉଛୁଳୁଥିବ ?ହଟାତ ନିଦରୁ ଉଠି ବିଳ ବିଳଲେ କଣ ନଦୀରେ ପାଣି ଆସିଯିବ ?ଦିନ ଆସିବ ସମୁଦ୍ର ଶୁଖିବ, ହ୍ରଦ ଶୁଖିବ, ନଦୀ ଶୁଖିବ, ପୋଖରୀ ଶୁଖିବ ଓ ମଣିଷ ଶୁଖିବ ,ସେତେ ବେଳକୁ ବହୁତ ଡେରୀ ହୋଇ ଯାଇଥିବ ! ନା ଥିବ ଶଙ୍ଖ ,ଗଦା ଓ ପଦ୍ମ -ଖାଲି ବାଲୁକା ମଧ୍ୟ ଦୁନିଆ ?ଦିନ ଆସିବ ପୃଥିବୀ ଦେଖାଯାଉଥିବ ମଙ୍ଗଳଗ୍ରହ ଭଳି
? ଅନ୍ୟ ଗ୍ରହର ଲୋକମାନେ କହୁଥିବେ --ଫୁଟାଣି ଦେଖାଉ ଥିଲେ, ଆଗ ମଲେ ?24 May 2018
Subscribe to:
Post Comments (Atom)
No comments:
Post a Comment