22 July 2018

RAINY SEASON IN ODISHA:

He has not done MBA but has much better ideas than them?Service in adverse condition !



Automobile Engineers were thinking of cars to fly? But in last moment they are thinking of cars which can be converted to boats in India?
PS:Americans to note please or else Chine will produce the first prototype?

ବର୍ଷା ଋତୁ:
ବର୍ଷା  ନହେଲେ ସରକାର ଦାୟୀ, ବେଶିବର୍ଷା ହେଲେ ସରକାର ଦାୟୀ ?
କଣ କରିବା କହିଲେ ?ଖବର କାଗଜବାଲାଙ୍କ ପାକେଟ ମାଲେ ମାଲ !
ବର୍ଷ ସାରା ଧଳା ପୋଷାକ ପିନ୍ଧା ରାଜନୀତି କରୁଥିବା ଲୋକଙ୍କ ଫୋଟୋ ଛାପି ଛାପି ପଇସା , ଏବେ ନଦୀ ବଢି,ସହରବଢି,ବଡ ଦାଣ୍ଡ ବଢିର ଛବି କେତେ, ଦେଖୁଛ ଦେଖ ! ଆମେ ସବୁ ଦାୟୀ କି ନାହିଁ ଭାବନ୍ତୁ ?ମୁଖିଆତ ରାଜ ପ୍ରସାଦରେ ରହିଲେ ଲୋକଙ୍କ ଅସୁବିଧା କଣ  ଟଙ୍କା ଦେଇ ଦେଲେ ହେଲା  ?ଥରେ ଗାଡ଼ିରେ ବୁଲିଦେଲେ  ହୁଅନ୍ତାନାହିଁ? କୁଆଡେ ଗଲେ ଭୁବନେଶ୍ୱର  ପ୍ରତିନିଧି, ଶିବଙ୍କ ଚାରିଧାରେ ବୁଲିଲେ ହେଲା ?
ନିଜ ଗାଁ ସହର ଛାଡି ସବୁତ ଦୌଡ଼ି ଆସି ଭୁବନେଶ୍ୱରରେ ଘର ବାନେଇରହିଲୁ, ତାପାଇଁ କିଏ ଦାୟୀ ?
ପାନ୍ଧଡା ଗାଁକୁ ଯାଉଁନ,ବଢିର  ଚିନ୍ତା ରହିବ ନାହିଁ
କୁଆଡେ ଗଲା ନଦୀପାଣି କଥା ?ସବୁଯେ ସମୁଦ୍ରକୁ ଚାଲିଯାଉଛି?

No comments:

Post a Comment