30 July 2018

RELIGIOUS PRACTICE

କିସୁନ୍ଦର ଦୃଶ୍ୟ-- କିଭକ୍ତି !

ଆଜି ଶ୍ରବଣ ମାସର ସୋମବାର ! ଶିବମହାପ୍ରଭୂଙ୍କୁ ଆମ ସାଙ୍ଗମାନଙ୍କ ତରଫରୁ ପ୍ରଣାମ I    ବିଦେଶିନୀମାନକୁ ଡାକିଲେ ଆହୁରି  ସୁନ୍ଦର ହୁଅନ୍ତା ବୋଲି ଆମର ବିଶ୍ୱାସ!
ଏହିମାନଙ୍କୁ ପ୍ରଶଂସା ନିକରି ଆମେ ପରିହାସ କରୁ ?ଆମ ଭିତରୁ କେତେଜଣ ଏହିଭଳି ସକାଳୁ ଉଠି, ନଦୀରେ ଗାଧୋଇ, ଖାଲିପାଦରେ  ମାଇଲ ମାଇଲ ଚାଲି ଏହିଭଳି ଭକ୍ତି ଦେଖାଇପାରିବା I   ସୁନ୍ଦରସମ୍ବଲପୁରିଆ ଗୀତଟି ଗାଇ ଗାଇ ଚାଲିଥାନ୍ତି --"ଆମକୁ ସାଇଡ଼ ଛାଡ଼ରେ ଆମେତ କାଉଁଡି ବାଲା” ଦେଖିବେ ଦିନେ ରଙ୍ଗବତୀ ଭଳି ପ୍ରସିଦ୍ଧ ହବ !

ଏହିଭଳି ଦୃଶ୍ୟ ଅନ୍ୟଦେଶରେ ବିରଳ ? ରଙ୍ଗଟା ବିଜେପି ବିଜେପି ଲାଗୁଚି ସେଇଥିପାଇଁ ଅନ୍ୟମାନେ ଦୂରେଇ ରହୁଚନ୍ତି? ଜାଣିଛନ୍ତି କିଛ ଲୋକ ନିଜେ ଏଭଳି ନକରି ଭଡାଟିଆ ପଠାନ୍ତି ?

No comments:

Post a Comment