04 September 2018

HERBAL TEA


ନୂଆ ପ୍ରକାରର ଚାଇ (ହର୍ବଲ ଟି )
ସଫା ପାଣିଗରମ କର ତିନି() କାପ+ଫୁଟିଲାପରେ ଭୃଷୁଙ୍ଗା ପତ୍ର ୮ଟା +ସବୁଜ ଲୋମନ ଗ୍ରାସ ଅଳ୍ପ  +ଅଳ୍ପ ଚାପତ୍ର(ଲିଫଫୁଟାନ୍ତୁ = ଦୁଇ() କାପ ହୋଇଗଲା ପରେ ଛାଣି ଅଳ୍ପ ଚିନି ମିଶାଇ ଲେମ୍ବୁ ରସ ଦୁଇ ଟୋପା ପକାଇ ପିଅ ଦେଖ କଣ ହଉଚି ?ନିଜପାଇଁ କପେ ସ୍ତ୍ରୀପାଇଁ କପେ ?
. ଚେହେରା ଫୁଟି ଉଠିବ
.ଓଜନ କମିବ
. ଗଣ୍ଠି ବ୍ୟଥା କମିବ
.ଝାଡା ସଫାହବ
. ତାଜା  ଲାଗିବ
.ଚୁଳ କଳାରହିବ
.କୋଲେଏଷ୍ଟେରୋଲ କମିବ
ହାତରୁ  ପଇସା ପଡୁନି ଚେଷ୍ଟା କରନ୍ତୁ ?


No comments:

Post a Comment