24 September 2018

SIN ?


ଶଳା ଭେଣେଇ ଉପାଖ୍ୟାନ :
ଥରକର କଥା ଦୁହେଁ କାରରେ ଯାଉଥିଲେ !ଗୋଟାଏ ଢ଼ାବା ପାଖରେ ଗାଡ଼ିରଖିଲେ ! ଦୁହେଁ ଖାଇସାରିବାପରେ ପାଖ ଅଂଚଳର ଦୃଶ୍ୟ ଦେଖିବାପାଇଁ ଚାଲିଚାଲି ଗୋଟାଏ ନଦୀକୂଳରେ ପହୁଁଚି ଗଲେ ! ଏହିସମୟରେ ରମଣିମାନେ ନଦୀ କୂଳରେ ଗାଧଉଥିଲେ !ଏହି ଦୁହିଁଙ୍କର ଆସିବା ଜାଣିପାରିନଥିଲେ ! କିଛି ନିର୍ଭୟରେ ଲୁଗାବଦଳ କରୁଥିଲେ I ଭେଣେଇ ଆଖିବନ୍ଦ କରିଦେଲେ ଏବଂ ଗାଡ଼ିପାଖକୁ ଫେରି ଆସିଲେ ! ଶଳା କିନ୍ତୁ ପୁରା ସୁନ୍ଦର୍ଯ୍ୟ ଦୃଶ୍ୟଟିକୁ ଦେଖି ଖୁସିରେ ଫେରିଲେ ! ଭେଣେଇ ଶଳାକୁ ଗାଳିବର୍ଷି ଗଲେ , ଶଳା ଚୁପଚାପ ଶୁଣିଲେ , କିଛି କହିଲେ ନାହିଁ !
ଏହିସମୟରେ କିଛି ମୁନିଋଷି ସେହିରାସ୍ତାରେ ଯାଉଥିଲେ !
ଶଳା ଜଣେ ବୟସ୍କ ଋଷିଙ୍କୁ ପଚାରିଲେ "କିଏ ବେଶୀ ପାପୀ--ଶଳା ନା ଭେଣେଇ?"
ଉତ୍ତରଟି କଣ ଥିଲା  କୁହନ୍ତୁ ବନ୍ଧୁ ମାନେ ? ଏବଂ କାହିଁକି ?

No comments:

Post a Comment