30 September 2018

WORLD HEART DAY


ବିଅର  ପେଟ ଏବଂ ପ୍ରାତଃଭ୍ରମଣ:
ଦିନକୁ ଦିନ ମଦତି ସଂଖ୍ୟା ବଢିବା  ସହିତ ପ୍ରାତଃଭ୍ରମଣକାରୀଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି ! ତାସାଙ୍ଗକୁ ଡାକ୍ତର ଏବଂ ସରକାରଙ୍କ ରୋଜଗାରମଧ୍ୟ ବଢିବାରେ  ଲାଗିଛି !ଆମ ଘର ରାସ୍ତାରେ ଏମାନେ ଯାନ୍ତି ,କିନ୍ତୁ ମୁଁ ଦେଖୁଛି ଏମାନଙ୍କର ପେଟ ବଢିବାକୁ ଲାଗୁଛି ପଛେ କମିବାର ନାଁ ନେଉନାହିଁ !ଶୁଣିବାକୁ ପାଇଲୁ ବିଶ୍ୱସ୍ତ ସୂତ୍ରରୁଯେ ତିରିଶ ପ୍ରତିଶଦ ଝିଅପିଲା ହଷ୍ଟେଲରେ ପିଅନ୍ତି ?ତାଙ୍କ ପାଇଁ ମଦ କଂପାନୀ ଜିନରେ ମୃଦୁପାନୀୟ ମିଶାଇ ବିକୁଛି ,ଏହାର କୁଆଡେ ବହୁତ ଚାହିଦା ?ମଦପି ପାଇଁ ସବୁ ମାପ ,ପରକୀୟା ପ୍ରୀତି ତାଙ୍କ ପାଇଁ ପୂଜା  ବୋନାସ ଭଳି ଆସିଯାଇଛି ! ବର୍ଷରେ ଥରେ ହୃଦୟକୁ ମନେପକାଇ ସରକାରୀ ଗେଞ୍ଜି ପିନ୍ଧି ଦୌଡିଲେ କିମ୍ବା ଚାଲିଦେଲେ  ଯଦି  ସ୍ଵାସ୍ତ୍ୟ ଭଲ ରହୁଥାଆନ୍ତା ତାହେଲେତ ହୋଇଛି? ବାଟରେ ଘାଟରେ ଆଉ ଠାକରା  ଗାଲ ଦେଖିବାକୁ ମିଳୁନାହିଁ, ବେଶୀ ଗାଲୁଆ ମୁହଁ ବୁଜୁଳା ପେଟ ! 'ଟଙ୍କାକିଆ' ଚାଉଳ 'ଆହାର' କାମ କରୁଛି ? ଗାଁଗଣ୍ଡାର  ଶିକ୍ଷକ ଏବଂ ଡାକ୍ତରଙ୍କ ବୁଜୁଳାପେଟ ଏଭିତରେ ବହୁତ ସଂଖ୍ୟାରେ ବଢ଼ିଯାଇଥିବାର ପରିଲକ୍ଷିତ ହଉଛି ?

ଆମର କହିବା କଥା ଅନ୍ୟର ସମସ୍ୟାରେ କାହିଁକି ମୁଣ୍ଡ ପୁରାଇବା?ନିଜେ ବଞ୍ଚିଲେ ବାପର ନାମ ?ସମାଜରେ ୮୦ ପ୍ରତିଶଦ ଅନ୍ୟକଥାରେ ମୁଣ୍ଡ ପୁର|ନ୍ତିନାହିଁ , ସେମାନେ ଖୁସିରେ ଥାଆନ୍ତି !

1 comment:

  1. Heart problems can appear suddenly and often create anxiety for patients and their families. If you are searching for a trusted cardiology doctor in Bhubaneswar, Dr. Gyana Ranjan Nayak is here to help. With 7 years of experience and advanced training in Interventional Cardiology, he offers expert care in Preventive Cardiology, Hypertensive Heart Disease, Coronary and Structural Interventions, Pediatric Interventions, Heart Failure management, and advanced diagnostics like TEE and stress echocardiograms. Dr. Gyana provides compassionate care combined with modern techniques to ensure your heart health.

    ReplyDelete